ମୁଖ୍ୟ ଖବର

ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଣ୍ଡିତ ପଡିହାରୀଙ୍କ ତ୍ୟାଗ ଅତୁଳନୀୟ

୬୨ତମ ଶ୍ରାଦ୍ଧ ଦିବସ ପାଳିତ ଜଗତସିଂହପୁର ଜିଲ୍ଲାରେ ଶିଖ୍ୟା, ସ୍ବାସ୍ଥ୍ୟ, ଯୋଗାଯୋଗ ବ୍ୟବସ୍ଥାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଡିହାରୀଙ୍କ ଅବଦାନ ଅତୁଳନୀୟ |...

ଅପରାଧ

ସୁନ୍ଦରୀଙ୍କ ମାୟାରେ ଫସିଲେ ଅବସରପ୍ରାପ୍ତ ଡାକ୍ତର: ଆକାଉଣ୍ଟରୁ ୪ ଲକ୍ଷ ଗାଏବ

ଅନୁଗୁଳ: ଜଣେ ସୁନ୍ଦରୀ ଝିଅଙ୍କ ମାୟାଜାଲରେ ଫସିଗଲେ ଜଣେ ଅବସରପ୍ରାପ୍ତ ଡାକ୍ତର। ସୁନ୍ଦରୀ ଜଣକ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଡାକ୍ତର ଅଭିଯୋଗ କରିଛନ୍ତି। ଏଭଳି ଘଟଣା ସାମ୍ନାକୁ...

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ମୁମ୍ବାଇ : ଶେଷରେ କୋଟି କୋଟି ଲୋକଙ୍କ ଆଶା ପୁରଣ ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ସରକାର ମଙ୍ଗଳବାର କେନ୍ଦ୍ରକୁ ସିବିଆଇ ଯାଞ୍ଚର ସୁପାରିଶ ପଠାଇଥିବା...

ବାପଘରକୁ ଆସି ପ୍ରେମିକ ସହ ହେଲେ ଫେରାର, କିନ୍ତୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଛୁ’ : ମହିଳାଙ୍କ ଧାରଣା…

ଜଣେ ନବ ବିହାହିତା କନ୍ୟା ସ୍ୱାମୀଙ୍କ ସହ ଷୋହଳ ମଙ୍ଗଳାରେ ବାପଘରକୁ ବୁଲିବାକୁ ଆସି ପୁରୁଣା ପ୍ରେମିକଙ୍କ ସହ ଦୀର୍ଘ ୪ ଘଣ୍ଟା ଧରି ଗାଏବ ହୋଇ ଯାଇଥିଲେ ।...

ଦେହଲୋଭୀ : ୮୩ବର୍ଷୀୟା ବିଧବାଙ୍କୁ ଗଣଦୁଷ୍କର୍ମ କରି ଗିରଫ ହେଲେ ୧୯ ଏବଂ ୨୨ବର୍ଷୀୟ ଯୁବକ

ଝାଡ଼ଖଣ୍ଡରୁ ଏକ ଲଜ୍ଜାକର ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୮୩ବର୍ଷର ବୟସ୍କା ମହିଳାଙ୍କୁ ୨ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣା ପରେ ଗାଁରେ ହଇଚଇ ସୃଷ୍ଟି ହୋଇଛି।...

ରାଜଧାନୀରେ ପୁଣି ଲୁଟ : ଏଥର ଟାର୍ଗେଟ ରେ ସାମ୍ବାଦିକ

ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର । ଭୁବନେଶ୍ବର ୟୁନିଟ୍ ୩ ସ୍ଥିତ ସାମ୍ବାଦିକଙ୍କ ଘରୁ ଚୋରୀ କରିଛନ୍ତି ଦୁର୍ବୃତ୍ତ । ଘରର ମେନ୍ ଗେଟ୍ ଓ ଘର ତାଲା...

ସ୍ତ୍ରୀ ଓ ସାଙ୍ଗ କଳିରେ ବାଉଳା କ୍ରାଇମବ୍ରାଞ୍ଚ

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା । ଦିନକୁ  ଦିନ ମୃତ୍ୟୁର ରହସ୍ୟ ଅଡ଼ୁଆ ସୂତାରେ ଗୁନ୍ଥି ହେବାରେ ଲାଗିଛି । ରହସ୍ୟରୁ ପରଦା ହଟାଇବାକୁ ଅଣ୍ଟା ଭିଡି଼ଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌...

କ୍ରାଇମବ୍ରାଞ୍ଚ

ଆଇପିଏସ ଅମିତାଭ ଠାକୁରଙ୍କ ଶଶୁରଙ୍କ ପରଲୋକ

ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜହଂସ ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ଥିଲେ । ସେ କିଛି ବର୍ଷ...

ପ୍ରବାସୀ ଓଡ଼ିଆଙ୍କ ପାଇଁ ସହାୟତାର ହାତ ବଢାଇଲେ ସରକାର

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାଯିବାର ନିଷ୍ପତ୍ତି ଆଜି ନିଆଯାଇଛି । ଗୃହ ବିଭାଗ ଅଧୀନରେ ଏହି କଣ୍ଟ୍ରୋଲ ରୁମ...

ଏସ୍‌ଟିଏଫ୍‌ ହାତେର ଦୁଇ ମୋଷ୍ଟ ଓ୍ବୋଣ୍ଟଡ୍‌ ଅପରାଧୀ

ଚୋରୀ, ଡକାୟତି, ବେଆଇନ ବନ୍ଧୁକ କାରବାର ଭଳି ଅପରାଧୀକ ମାମଲାରେ ଜଡିତ ଥିବା ଦୁଇ ମୋଷ୍ଟ ଓ୍ବଣ୍ଟେଡ ଅପରାଧୀଙ୍କୁ ଗୁରୁବାର ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଶାଖା। ଅଭିଯୁକ୍ତ...

ଦେଶ ବିଦେଶ

ଆସିଗଲା କରୋନା ଟିକା: ଅଗଷ୍ଟ ୧୨ ପରେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ

ମସ୍କୋ: ମହାମାରୀ କରୋନା ପାଇଁ ଟିକା ଆସିଗଲା। ଏହାକୁ ପ୍ରସ୍ତୁତ କରିଛି ରୁଷ। ଆସନ୍ତା ୧୨ ତାରିଖରେ ରୁଷ ନିଜର ପ୍ରଥମ କରୋନା ଟିକାର ପଞ୍ଜିକରଣ କରିବ। ଏନେଇ ଉପ-ସ୍ୱାସ୍ଥ୍ୟମନ୍ତ୍ରୀ...

Stay Connected

35,000FansLike
2,458FollowersFollow
61,453SubscribersSubscribe
- Advertisement -

କୋର୍ଟ

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ମୁମ୍ବାଇ : ଶେଷରେ କୋଟି କୋଟି ଲୋକଙ୍କ ଆଶା ପୁରଣ ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ସରକାର ମଙ୍ଗଳବାର କେନ୍ଦ୍ରକୁ ସିବିଆଇ ଯାଞ୍ଚର ସୁପାରିଶ ପଠାଇଥିବା...

ନିର୍ଭୟା ଦୋଷୀଙ୍କ ବାରମ୍ବାର ଫାଶୀ ଘୁଞ୍ଚିବା ନେଇ ନୂଆ ଗାଇଡଲାଇନ୍ ଜାରି କଲେ ସୁପ୍ରିମ କୋର୍ଟ

ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ସହ ଜଡ଼ିତ ଅପରାଧ ମାମଲାର ଶୁଣାଣି ଶୀଘ୍ର କରିବା ପାଇଁ ନୂଆ ଗାଇଡଲାଇନ୍ ସ୍ଥିର କରିଛି। ଶୁକ୍ରବାର କୋର୍ଟ ଏପରି ମାମଲାର ଶୁଣାଣି ପାଇଁ ୬ମାସର...

ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ ଦେଶର ପରବର୍ତ୍ତି ପ୍ରଧାନ ବିଚାରପତି

ବଦଳିବେ ପରବର୍ତ୍ତୀ ପ୍ରଧାନ ବିଚାରପତି । ଦେଶର ଆଗାମୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ । ବର୍ତ୍ତମାନ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି...

ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ବିରୋଧ ରେ ହାଇକୋର୍ଟ ଆଇନଜୀବୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ  ବିରୋଧ କରିଛି। ଏହାର  ପ୍ରତିବାଦରେ  ହାଇକୋର୍ଟ ଆଇନଜୀବୀମାନେ ଗତକାଲିଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ...

ବ୍ୟବସାୟ

ଡିଜେଲ ଦର ୮ ଟଙ୍କା କମିଲା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀର କେଜ୍ରିଓ୍ବାଲ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଦର ହ୍ରାସ କରିବା ନେଇ ଘୋଷଣା...

ବେପାର ନିଶା, ଭୁଲିଗଲେ କୋଭିଡ୍ ନିୟମ, ଷ୍ଟାଫ୍ ପଜିଟିଭ : ରବୀନ୍ଦ୍ର ମେଡ଼ିସିନ ଷ୍ଟୋର ସିଲ

ଭୁବନେଶ୍ୱର : ରାଜଧାନୀ ର ଜଣାଶୁଣା ଔଷଧ ଦୋକାନ ରବୀନ୍ଦ୍ର ମେଡିକାଲ୍ ହଲ୍ ର ଜଣେ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଆଜି ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ...

କାଉଣ୍ଟର ରେ ମଦ ବିକ୍ରୀକୁ ଅନୁମତି

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ମଦ କାଉଣ୍ଟରେ ମିଳିବ ମଦ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମଦ ଦୋକାନ ଖୋଲା ରହିବା ସହିତ...

ଜୀବନଚର୍ଯ୍ୟା

କରୋନାରୁ ରକ୍ଷା ପାଇଁ କରୁଛନ୍ତି କି ଘରୋଇ ଉପଚାର ? ସାବଧାନ ରୁହନ୍ତୁ ନହେଲେ ଚାଲିଯିବ ଜୀବନ

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି। କରୋନାରୁ ରକ୍ଷା ପାଇବା...

ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ ଟଙ୍କା: ନିଶ୍ଚୟ କରନ୍ତୁ ଏହି ୬ କାମ..

ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି ଦୀର୍ଘ ସମୟ ଧରି...

ରାକ୍ଷୀ ସାୱନ୍ତଙ୍କ ବାଥରୁମ ଭିଡ଼ିଓ ଭାଇରାଲ

ରାକ୍ଷୀ ସାୱନ୍ତଙ୍କୁ କିଏ ବା ନଜାଣେ | ସେ ନିଜର ଅଜବ ଗଜବ କାମ ପାଇଁ ଗଣମାଧ୍ୟମର ହେଡଲାଇନ ରେ ଥାନ୍ତି | ରାକ୍ଷୀ ସବୁବେଳେ ସୋସିଆଲମିଡ଼ିଆ ସକ୍ରିୟ ରହିଥାନ୍ତି...

କରୋନା ସଂକ୍ରମଣ ବେଳେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ଲାଗି ଏସବୁ ଖାଇବା ଭଲ; କିନ୍ତୁ ଅଧିକ ମାତ୍ରାରେ ନୁହେଁ, ଜାଣନ୍ତୁ କାରଣ

ଏବେ କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଏବଂ ନିଜର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ଲାଗି ଭିଟାମିନ୍ ସି ଟାବଲେଟ୍ ବା ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଅଧିକ...

ସାବଧାନ! କୋଭିଡ୍-୧୯ ପରେ ଘାତକ ସାଜିବ ଏହି ରୋଗ

ମହାମାରୀ କରୋନା ସମୟରେ ଅନେକ ରୋଗକୁ ଆମେ ଗୁରୁତ୍ୱ ଦେଉନାହାନ୍ତି। ଶରୀରରେ ଲୁଚି ରହିଥିବା ଏହି ରୋଗ ଧୀରେ ଧୀରେ ଜଟିଳ ହେଉଛି ଏବଂ ମହାମାରୀ ପରବର୍ତ୍ତୀ ସମୟରେ ତାହା...

ଭିଜିଲାନ୍ସ

ଭୁବନେଶ୍ୱର :- ଆଜି ସକାଳ ପ୍ରାୟ ୭ ଟା ରେ ୟୁନିଟ୍ ୩ ଅଞ୍ଚଳ ରୁ ଜଣେ ମହିଳା ଡିଏସପି ଙ୍କ ଠାରୁ ଲୁଟ୍ ହୋଇଛି। ଲୁଟ୍ ର ଶିକାର...

ମନୋରଞ୍ଜନ

ସତ ସାମ୍ନା କରିବାକୁ ଡରୁଛନ୍ତି ରିୟା: ବୟାନ ରେକର୍ଡ ନ କରିବା ପାଇଁ କରିଥିବା ଅପିଲ ଖାରଜ କଲା ଇଡି

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇଥିବା ଅଭିନେତ୍ରୀ  ରିୟା ଚକ୍ରବର୍ତ୍ତୀ ଏବେ ସତ ସାମ୍ନା କରିବାକୁ ଭୟ କରୁଛନ୍ତି। ସୁଶାନ୍ତଙ୍କ ଟଙ୍କାକୁ ରିୟା...

ଫ୍ଲାଟ୍‌କୁ ଫେରିଲେ ଫେରାର ରିୟା: ଆଜି ଇଡି ସମ୍ମୁଖରେ ହଜାର ହେବେ…

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଡାକିବା...

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ରିୟା ଚକ୍ରବର୍ତ୍ତୀଙ୍କୁ ଭିଡି଼ଲା ସିବିଆଇ, ୬ ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ଏବେ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏବେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ସିବିଆଇ ମାମଲା...

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: କରୋନା କାଳରେ ବହୁ ଅଭିନେତା ପ୍ରାଣ ହରାଉଥିବା ଦେଖାଯାଉଛି। ଟେଲି ଅଭିନେତା ତଥା ମଡେଲ୍‌ ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ମୁମ୍ବାଇର ପଶ୍ଚିମ ମଲାଡର ଅହିଂସା...

ରାଜନୀତି

କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରି କାଠଗଡାରେ ଓଟିଭି : ପକ୍ଷ ରଖିବା ପାଇଁ ୭ ଦିନ ସମୟ ମାଗିଲା ସଂସ୍ଥା

 କରୋନା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗରେ ରାଜ୍ୟର ଏକ ଘରୋଇ ଚ୍ୟାନେଲ ଓଟିଭି ବିରୋଧରେ ଥାନାରେ ଏତଲା ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଗତକାଲି...

ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜେଟିଭ, ହସ୍ପିଟାଲରେ ଭର୍ତ୍ତି

ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । https://twitter.com/AmitShah/status/1289882101915893764?s=19

ଆନ୍ଧ୍ରପ୍ରଦେଶ ନିମନ୍ତେ ୩ ରାଜଧାନୀ, ୫ ଉପମୁଖ୍ୟମନ୍ତ୍ରୀ ଲାଗି ଜଗନମୋହନଙ୍କ ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଏବଂ ଇକ୍ଲୁସିଭ ବିଲ୍-୨୦୨୦କୁ ଶୁକ୍ରବାର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମଞ୍ଜୁରି ମିଳିଛି। ଫଳରେ ଦେଶରେ ଆନ୍ଧ୍ରପ୍ରଦେଶ ଏପରି ଏକମାତ୍ର ରାଜ୍ୟରେ ପରିଣତ ହେବାକୁ...

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆ ଦିଲ୍ଲୀ :- କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଆଜି ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ଏକ ରୁଟିନ୍ ଚେକ...

ସମସ୍ୟା

ଭାରତରେ କିଭଳି ଘରେ କରୋନା କରୁଛି ବିସ୍ତାର, ବୈଜ୍ଞାନିକ କଲେ ଖୁଲାସା

ଦେଶରେ କରୋନା ଭାଇରସ ମାମଲା ହୁ ହୁ ହୋଇ ବଢିଚାଲିଛି | ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ପାର କରିସାରିଛି | କରୋନା ସଂକ୍ରମଣର ଆରମ୍ଭ ସମୟରେ...

ଶବକୁ ଅସମ୍ମାନ : ମିଳିଲାନି ଗାଡ଼ି, ବୋହି ବୋହି ନେଲେ ୩ କିଲୋମିଟର୍

ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ମୁଖ୍ୟ ବଜାରରେ ଶବ କୁ ଅସମ୍ମାନ କରି ଷ୍ଟ୍ରେଚରରେ ବୁହାଯିବା ଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ସୂଚନା ମୁତାବକ ମୂଷାକିଗୁଡା...

ରାଜଧାନୀରେ କିଏ ବଢ଼ାଉଛି କରୋନା? ୩୦ ବସ୍ତିରୁ ୪୧୮, ଅଣବସ୍ତିରୁ ୧୪୧୦ ଚିହ୍ନଟ

ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୮୨୮ ଛୁଇଁଛି। ଏବେବି ୯୫୨ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଥିବାବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ଏଥିରୁ ରାଜଧାନୀର ୩୦ଟି ବସ୍ତିରୁ ୪୧୮ଜଣ...

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରେ ଖାଲି ପଡ଼ିଛି ୧୪,୦୦୦ ପଦବୀ

ସ୍ୱାସ୍ଥ୍ୟ ବିଭାଗରେ ତଳୁ ଉପର ପର୍ଯ୍ୟନ୍ତ ପ୍ରାୟ ୧୪ହଜାର ପଦବୀ ଖାଲି ପଡ଼ିଥିବା ବେଳେ ଏବେ କରୋନା ସ୍ଥିତି ସମ୍ଭାଳିବା ପାଇଁ ଡାକ୍ତରମାନଙ୍କୁ ନାକେଦମ୍‍ ହେବାକୁ ପଡ଼ୁଛି । ଏହା...

LATEST ARTICLES

ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଣ୍ଡିତ ପଡିହାରୀଙ୍କ ତ୍ୟାଗ ଅତୁଳନୀୟ

୬୨ତମ ଶ୍ରାଦ୍ଧ ଦିବସ ପାଳିତ ଜଗତସିଂହପୁର ଜିଲ୍ଲାରେ ଶିଖ୍ୟା, ସ୍ବାସ୍ଥ୍ୟ, ଯୋଗାଯୋଗ ବ୍ୟବସ୍ଥାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଡିହାରୀଙ୍କ ଅବଦାନ ଅତୁଳନୀୟ |...

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

ବରଗଡ଼ ସାଂସଦ ସୁରେଶ ପୂଜାରୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସାଂସଦ ସୁରେଶ ପୂଜାରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି...

ଆସିଗଲା କରୋନା ଟିକା: ଅଗଷ୍ଟ ୧୨ ପରେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ

ମସ୍କୋ: ମହାମାରୀ କରୋନା ପାଇଁ ଟିକା ଆସିଗଲା। ଏହାକୁ ପ୍ରସ୍ତୁତ କରିଛି ରୁଷ। ଆସନ୍ତା ୧୨ ତାରିଖରେ ରୁଷ ନିଜର ପ୍ରଥମ କରୋନା ଟିକାର ପଞ୍ଜିକରଣ କରିବ। ଏନେଇ ଉପ-ସ୍ୱାସ୍ଥ୍ୟମନ୍ତ୍ରୀ...

କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରି କାଠଗଡାରେ ଓଟିଭି : ପକ୍ଷ ରଖିବା ପାଇଁ ୭ ଦିନ ସମୟ ମାଗିଲା ସଂସ୍ଥା

 କରୋନା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗରେ ରାଜ୍ୟର ଏକ ଘରୋଇ ଚ୍ୟାନେଲ ଓଟିଭି ବିରୋଧରେ ଥାନାରେ ଏତଲା ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଗତକାଲି...

ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା

କୋଝିକୋଡ: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବୋଇଂ ୭୩୭ ବିମାନର ବ୍ଲାକବକ୍ସକୁ ଉଦ୍ଧାରକାରୀ ଦଳ ଠାବ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବିମାନଟି କୋଝିକୋଡ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲାବେଳେ ଏଥିରେ ୧୮...

ଲାଗୁହେଲା ନିୟମିତ ବିଷୟରେ ସମାନ ଫି’ ବ୍ୟବସ୍ଥା

ଭୁବନେଶ୍ବର: ଏଣିକି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ବିଷୟରେ ସମାନ ଫି’ ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

ଜଣେ ମାଓ ମିଲିସିଆ ଗିରଫ

ମାଲକାନଗିରି: ମାଲକାନଗିରି ପୋଲିସ ଦ୍ୱାରା ଜଣେ ମାଓ ମିଲିସିଆ ଗିରଫ ହୋଇଛନ୍ତି। ଗିରଫ ମିଲିସିଆ ଜଣକ ଖଇରପୁଟ ଥାନା ଅନ୍ତର୍ଗତ ବଜଗୁଡା ଗ୍ରାମରେ ସମରା ବଜ ବୋଲି ଜଣାପଡିଛି। ସମରା...

ଡାକ୍ତର ଓ ଡ୍ରାଇଭରଙ୍କୁ କରୋନା: ହସ୍ପିଟାଲ ବହିର୍ବିଭାଗ ୪୮ ଘଣ୍ଟା ପାଇଁ ବନ୍ଦ

ଭଦ୍ରକ: ଜଣେ ଡାକ୍ତର ଓ ତାଙ୍କ ଡ୍ରାଇଭର କରୋନାରେ ଆକ୍ରାନ୍ତ ହେବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ମୁଖ୍ୟ ଚିକିତ୍ସାଳୟର...

ହୀରାକୁଦ ଡ୍ୟାମର ଆଉ ଏକ ଗେଟ୍ ଖୋଲିଲା: ବଙ୍ଗୋପସାଗରରେ ଲଘୁଚାପ, ବନ୍ୟା ଆଶଙ୍କା

ସମ୍ବଲପୁର: ବନ୍ୟାଜଳ ନିଷ୍କାସନ ପାଇଁ ଶନିବାର ହୀରାକୁଦ ଡ୍ୟାମର ଆଉ ଏକ ଗେଟ୍ ଖୋଲାଯାଇଛି। ଫଳରେ ସକାଳ ୯ଟା ସୁଦ୍ଧା ୮ଟି ଗେଟ୍ ଦେଇ ୧, ୨୦,୭୯୫ କ୍ୟୁସେକ ଜଳ...

ଓଡ଼ିଶାର ୨ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ: ଦୋହଲିଗଲା ଘରଦ୍ୱାର

ବ୍ରହ୍ମପୁର: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଶନିବାର ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ କରାଯାଇଛି। ଏହାର ଗଭୀରତା ୧୬ କିଲୋମିଟର...

Most Popular

ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଣ୍ଡିତ ପଡିହାରୀଙ୍କ ତ୍ୟାଗ ଅତୁଳନୀୟ

୬୨ତମ ଶ୍ରାଦ୍ଧ ଦିବସ ପାଳିତ ଜଗତସିଂହପୁର ଜିଲ୍ଲାରେ ଶିଖ୍ୟା, ସ୍ବାସ୍ଥ୍ୟ, ଯୋଗାଯୋଗ ବ୍ୟବସ୍ଥାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଡିହାରୀଙ୍କ ଅବଦାନ ଅତୁଳନୀୟ |...

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

ବରଗଡ଼ ସାଂସଦ ସୁରେଶ ପୂଜାରୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସାଂସଦ ସୁରେଶ ପୂଜାରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି...

ଆସିଗଲା କରୋନା ଟିକା: ଅଗଷ୍ଟ ୧୨ ପରେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ

ମସ୍କୋ: ମହାମାରୀ କରୋନା ପାଇଁ ଟିକା ଆସିଗଲା। ଏହାକୁ ପ୍ରସ୍ତୁତ କରିଛି ରୁଷ। ଆସନ୍ତା ୧୨ ତାରିଖରେ ରୁଷ ନିଜର ପ୍ରଥମ କରୋନା ଟିକାର ପଞ୍ଜିକରଣ କରିବ। ଏନେଇ ଉପ-ସ୍ୱାସ୍ଥ୍ୟମନ୍ତ୍ରୀ...

କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରି କାଠଗଡାରେ ଓଟିଭି : ପକ୍ଷ ରଖିବା ପାଇଁ ୭ ଦିନ ସମୟ ମାଗିଲା ସଂସ୍ଥା

 କରୋନା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗରେ ରାଜ୍ୟର ଏକ ଘରୋଇ ଚ୍ୟାନେଲ ଓଟିଭି ବିରୋଧରେ ଥାନାରେ ଏତଲା ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଗତକାଲି...

Recent Comments

error: Content is protected !!